ପ୍ରଯୋଜିକା ହେବେ ପ୍ରିୟଙ୍କା ! ଦୁଇଟି ଆଂଚଳିକ ଭାଷାକୁ ନେଇ କରିବେ ସିନେମା

ପ୍ରଯୋଜିକା ହେବେ ପ୍ରିୟଙ୍କା ! ଦୁଇଟି ଆଂଚଳିକ ଭାଷାକୁ ନେଇ କରିବେ ସିନେମା

source ndtv.com

ସିକିମ-ନେପାଳୀ ଭାଷାରେ ସିନେମା ନିର୍ମାଣ କରିବେ ବଲିଉଡ ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏହି ଦୁଇଟି ଆଂଚଳିକ ଭାଷାକୁ ନେଇ ସିନେମା ‘ପାୱା’ ନିର୍ମାଣ କରିବେ ବୋଲି ପ୍ରିୟଙ୍କା ଟୁଇଟ କରି ଜଣାଇଛନ୍ତି ।

ତେବେ ମାର୍ଚ୍ଚ ମାସରୁ ଏହାର ସୁଟିଂ ଆରମ୍ଭ କରାଯିବ । ସିନେମା ‘ପାୱା’ରେ ପ୍ରିୟଙ୍କା ପ୍ରଯୋଜନା ଦାୟିତ୍ୱ ନେବା ସହ କଣ୍ଠଦାନ ମଧ୍ୟ କରିବେ । ପୂର୍ବରୁ ପଂଜାବୀ, ଭୋଜପୁରୀ, ମରାଠୀ ଆଦି ଭାଷାରେ ସିନେମା ନିର୍ମାଣ କରି ପ୍ରଯୋଜିକା ଭୂମିକା ସେ ତୁଳାଇ ସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe