ସିକିମ-ନେପାଳୀ ଭାଷାରେ ସିନେମା ନିର୍ମାଣ କରିବେ ବଲିଉଡ ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏହି ଦୁଇଟି ଆଂଚଳିକ ଭାଷାକୁ ନେଇ ସିନେମା ‘ପାୱା’ ନିର୍ମାଣ କରିବେ ବୋଲି ପ୍ରିୟଙ୍କା ଟୁଇଟ କରି ଜଣାଇଛନ୍ତି ।
ତେବେ ମାର୍ଚ୍ଚ ମାସରୁ ଏହାର ସୁଟିଂ ଆରମ୍ଭ କରାଯିବ । ସିନେମା ‘ପାୱା’ରେ ପ୍ରିୟଙ୍କା ପ୍ରଯୋଜନା ଦାୟିତ୍ୱ ନେବା ସହ କଣ୍ଠଦାନ ମଧ୍ୟ କରିବେ । ପୂର୍ବରୁ ପଂଜାବୀ, ଭୋଜପୁରୀ, ମରାଠୀ ଆଦି ଭାଷାରେ ସିନେମା ନିର୍ମାଣ କରି ପ୍ରଯୋଜିକା ଭୂମିକା ସେ ତୁଳାଇ ସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/priyanka-chopra-getty.jpg)