ପ୍ରିୟଙ୍କାଙ୍କୁ ଆଉ ଭଲ ଲାଗୁନି ‘ଲଭ ସିନ୍ ’

ପ୍ରିୟଙ୍କାଙ୍କୁ ଆଉ ଭଲ ଲାଗୁନି ‘ଲଭ ସିନ୍ ’

source- google

baywatch_640x480_71463388240ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ ଆଉ ‘ଲଭ ସିନ୍’ ତାଙ୍କୁ ଭଲ ଲାଗୁନି । ଏକଥା ନିଜେ କହିଛନ୍ତି ସୁନ୍ଦରୀ ପ୍ରିୟଙ୍କା । ତାଙ୍କୁ ନିଜର ଲଭ ସିନ ପସନ୍ଦ ଆସୁନି । ଯେଉଁଥିରେ ୫୦୦ ଲୋକ ବସି ଦେଖୁଥିବେ । ପୁଣି ଏହାକୁ ବାସ୍ତବିକ କରିବାକୁ ଖୁବ୍ କସରତ କରିବାକୁ ପଡୁଥିବ ।

ହଲିଉଡ ଫିଲ୍ନ ବେୱାଚରେ ଅଭିନୟ କରୁଥିବା ପ୍ରିୟଙ୍କାଙ୍କ ଚରିତ୍ର ପୁରୁଷଙ୍କ ପାଇଁ ଲେଖା ଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe