ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ ଆଉ ‘ଲଭ ସିନ୍’ ତାଙ୍କୁ ଭଲ ଲାଗୁନି । ଏକଥା ନିଜେ କହିଛନ୍ତି ସୁନ୍ଦରୀ ପ୍ରିୟଙ୍କା । ତାଙ୍କୁ ନିଜର ଲଭ ସିନ ପସନ୍ଦ ଆସୁନି । ଯେଉଁଥିରେ ୫୦୦ ଲୋକ ବସି ଦେଖୁଥିବେ । ପୁଣି ଏହାକୁ ବାସ୍ତବିକ କରିବାକୁ ଖୁବ୍ କସରତ କରିବାକୁ ପଡୁଥିବ ।
ହଲିଉଡ ଫିଲ୍ନ ବେୱାଚରେ ଅଭିନୟ କରୁଥିବା ପ୍ରିୟଙ୍କାଙ୍କ ଚରିତ୍ର ପୁରୁଷଙ୍କ ପାଇଁ ଲେଖା ଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/p-1.jpg)