ଗୋଲଡେନ ଗ୍ଲୋବ ଆୱାର୍ଡରେ ଦେସୀ ଗର୍ଲ ପ୍ରିୟଙ୍କାଙ୍କ ମ୍ୟାଜିକ୍ !

ଗୋଲଡେନ ଗ୍ଲୋବ ଆୱାର୍ଡରେ ଦେସୀ ଗର୍ଲ ପ୍ରିୟଙ୍କାଙ୍କ ମ୍ୟାଜିକ୍ !

source: hindustantimes.com

ଗୋଲଡେନ ଗ୍ଲୋବ ଆୱାର୍ଡ ୨୦୧୭ରେ ଦେସୀ ଗର୍ଲ ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମ୍ୟାଜିକ୍ ଦେଖିବାକୁ ପାଇଛନ୍ତି ଦର୍ଶକମାନେ । ଆୱାର୍ଡ ସେରୋମୋନିରେ ପ୍ରିୟଙ୍କା ଉପସ୍ଥିତି ବେଶ ଚର୍ଚ୍ଚା ସାଉଁଟିଛି ।

ତେବେ ବେଶ କିଛି ଦିନର ବ୍ୟବଧାନ ପରେ କୌଣସି ଆୱାର୍ଡ ଶୋ’ରେ ପ୍ରିୟଙ୍କା ନଜର ଆସି ନଥିଲେ ମାତ୍ର ନିକଟରେ ପ୍ରିୟଙ୍କା ଏହି ଆୱାର୍ଡ ଶୋ’ରେ ହୋଷ୍ଟ ଦାୟିତ୍ୱ ତୁଳାଇଛନ୍ତି । ଆୱାର୍ଡ ନାଇଟର ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe