ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ। ପଢନ୍ତୁ କଣ କହିଲେ …

258

କନକ ବ୍ୟୁରୋ:  ରାଷ୍ଟ୍ରପତି ପଦରୁ ଅବସର ନେବା ପୂର୍ବର୍ରୁ ଦେଶବାସୀଙ୍କୁ ବିଦାୟ ଭାଷଣ ଦେଇଛନ୍ତି ରାମନାଥ କୋବିନ୍ଦ । ସେ କହିଛନ୍ତି, ଭାରତର ଲୋକତନ୍ତ୍ର ସମସ୍ତଙ୍କୁ ସୁଯୋଗ ଦିଏ । ଆଗକୁ ବଢିବାର ମାଧ୍ୟମ ହେଉଛି କେବଳ ଶିକ୍ଷା । ପୂର୍ବଜଙ୍କ ପାଦଚିହ୍ନକୁ ନେଇ ଆଗକୁ ବଢିବାକୁ ହେବ । ସବୁ ରାଜନୈତିକ ଦଳକୁ ପରାମର୍ଶ ଦେଇ ରାମନାଥ କହିଛନ୍ତି,  ଦଳଗତ ସ୍ୱାର୍ଥରୁ ଉପରେ  ଉଠି ସବୁ ରାଜନୈତିକ ଦଳ ଲୋକଙ୍କ କଥା ଚିନ୍ତା କରିବା ଆବଶ୍ୟକ ।