କନକ ବ୍ୟୁରୋ : ଉପନିର୍ବାଚନ ହିଂସା ପୂର୍ବରୁ ପଦ୍ମପୁରରେ ରାଜନୈତିକ ହିଂସା । ୨ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । ମାରପିଟ୍ ଓ ଆକ୍ରମଣ ନେଇ ବୁଡେନ୍ ଥାନାରେ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବୁବୁଡାର ସଞ୍ଜୁ ବରିହାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।