ପୋପ୍ ଫ୍ରାନ୍ସିସଙ୍କ ବୟାନକୁ ନେଇ ଚର୍ଚ୍ଚା : କହିଲେ ‘ପର୍ଣ୍ଣ ଫିଲ୍ମ ଦେଖିଲେ ପାପ’

ପୋପ୍ ଫ୍ରାନ୍ସିସଙ୍କ ବୟାନକୁ ନେଇ ଚର୍ଚ୍ଚା : କହିଲେ ‘ପର୍ଣ୍ଣ ଫିଲ୍ମ ଦେଖିଲେ ପାପ’

କନକ ବ୍ୟୁରୋ : ଖ୍ରୀଷ୍ଟ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଏକ ବୟାନ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଧର୍ମ ପାଇଁ ଜୀବନ ଉତ୍ସର୍ଗ କରୁଥିବା ଖ୍ରୀଷ୍ଟିଆନ୍ ପାଦ୍ରୀ ଓ ନନମାନେ ବି ପର୍ଣ୍ଣ ଫିଲ୍ମ ବା ଅଶ୍ଳୀଳ ଚଳଚ୍ଚିତ୍ର ଦେଖନ୍ତି ।

ରୋମରେ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ବେଳେ ପୋପ୍ ଫ୍ରାନ୍ସିସ୍ କହିଛନ୍ତି, ଏହା ଏକ ବଡ଼ ପାପ, ଯାହା ସାଧାରଣ ମହିଳା ଓ ପୁରୁଷଙ୍କ ସମେତ ପାଦ୍ରୀ ଏବଂ ନନମାନେ ବି କରୁଛନ୍ତି । ବର୍ତମାନ ମୋବାଇଲ୍, କମ୍ପ୍ୟୁଟର ଓ ସୋସିଆଲ ମିଡିଆର ଯୁଗ । ଡିଜିଟାଲ୍ ଟୁଲ୍ ଗୁଡିକୁ ଆମେ ଭଲ କାମରେ ଲଗାଇବା ଉଚିତ୍ । ପର୍ଣ୍ଣୋଗ୍ରାଫି ଏକ ରୋଗ ଯାହାକି ପାଦ୍ରୀ ଏବଂ ନନ୍ମାନଙ୍କୁ ନିଜ ଜାଲରେ ଫସାଇସାରିଛି ।

ପୋପ୍ କହିଲେ, ‘ପର୍ଣ୍ଣ ଦେଖିଲେ ପାପ’

- ପୋପ୍ ଫ୍ରାନ୍ସିସଙ୍କ ଚାଞ୍ଚଲ୍ୟକର ବୟାନକୁ ନେଇ ଚର୍ଚ୍ଚା
- ଖ୍ରୀଷ୍ଟିଆନ୍ ପାଦ୍ରୀ ଓ ନନ୍ମାନେ ବି ଦେଖନ୍ତି ପର୍ଣ୍ଣ ଫିଲ୍ମ
- ପର୍ଣ୍ଣୋଗ୍ରାଫି ଆତ୍ମାକୁ ଦୁର୍ବଳ କରିଦିଏ
- ପର୍ଣ୍ଣ ଫିଲ୍ମ ଦେଖିବା ଏକ ବଡ଼ ପାପ
- ସାଧାରଣ ମହିଳା ଓ ପୁରୁଷଙ୍କ ସମେତ ପାଦ୍ରୀ ଏବଂ ନନ୍ମାନେ ବି ପାପ କରୁଛନ୍ତି
- ଏହା ଦ୍ୱାରା ସେମାନଙ୍କ ଭିତରେ ଶଇତାନ(ଡେଭିଲ୍) ପ୍ରବେଶ କରୁଛି
- ସୋସିଆଲ ମିଡ଼ିଆରେ ପର୍ଣ୍ଣୋଗ୍ରାଫିର ପ୍ରଭାବ ଅଧିକ ରହିଛି
- ବର୍ତ୍ତମାନ ମୋବାଇଲ୍, କମ୍ପ୍ୟୁଟର ଓ ସୋସିଆଲ ମିଡିଆର ଯୁଗ
- ଏହି ଡିଜିଟାଲ୍ ଟୁଲ୍ ଗୁଡିକୁ ଭଲ କାମରେ ଲଗାଇବା ଉଚିତ୍
- ନିଜ ନିଜ ଫୋନରେ ଥିବା ଏପରି ଫଟୋ ଓ ଭିଡ଼ିଓଗୁଡ଼ିକୁ ଡିଲିଟ୍ କରନ୍ତୁ
- ଧାର୍ମିକ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷ ଏଥିରୁ ଦୂରେଇ ରହିବା ଉଚିତ୍
- ପର୍ଣ୍ଣୋଗ୍ରାଫି ଦେଖିବା ଖ୍ରୀଷ୍ଟଧର୍ମର ସମ୍ପୂର୍ଣ୍ଣ ବିରୋଧୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe