ଗରିବର ତାଡନା : ଭିନ୍ନକ୍ଷମ ପୁଅଙ୍କ ସେବା କରୁଛି ଅସହାୟ ବାପା

36

କନକ ବ୍ୟୁରୋ : ଗରିବର ତାଡନା ସାଙ୍ଗକୁ ଦୁଇଦୁଇଟି ମାଁ ଛେଉଣ୍ଡ ଭିନ୍ନକ୍ଷମ ପୁଅଙ୍କ ବହୁକଷ୍ଟରେ ସେବା କରୁଛି ବାପା । ଦୁଇ ଭିନ୍ନକ୍ଷମ ପୁଅଙ୍କୁ ଛାଡି ନାବାହାରକୁ କାମକୁ ଯାଇପାରୁଛି ନା ଅନ୍ୟକୌଣସି ଉପାର୍ଜନ କରିପାରୁଛି ବାପା ।

ଏପରି ଅବସ୍ଥାରେ ଦୁର୍ଦିନରେ କାଳକାଟୁଛନ୍ତି ଅସହାୟ ଆଦିବାସୀ ଗରିବ ବାପା ସନା ଗଗେର । ସ୍ତ୍ରୀର ମୃତ୍ୟୁପରେ ଗୋଟିଏ ପ୍ରକାର ପିଲାଙ୍କ ସହ ବାନ୍ଧି ହୋଇଯାଇଛନ୍ତି ସନା । ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ତାରାବାଡି ଗାଁରେ ।

ଦେଖନ୍ତୁ ଏହି ଭିଡିଓ –