କୁଆଖାଇକୁ ଜହର ଛାଡୁଛି ଓମଫେଡ : ପ୍ଲାଂଟରୁ ବାହାରୁଥିବା ଦୂଷିତ ଜଳରେ ଅଛି କ୍ୟାନସର ସୃଷ୍ଟିକାରୀ କେମିକାଲ

କୁଆଖାଇକୁ ଜହର ଛାଡୁଛି ଓମଫେଡ : ପ୍ଲାଂଟରୁ ବାହାରୁଥିବା ଦୂଷିତ ଜଳରେ ଅଛି କ୍ୟାନସର ସୃଷ୍ଟିକାରୀ କେମିକାଲ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କୂଆଖାଇ ନଦୀରେ ମିଶୁଛି ଓମଫେଡରୁ ନିର୍ଗତ ଜହର ମିଶା ଜଳ । ବର୍ଷବର୍ଷ ଧରି ବିନା ଟ୍ରିଟମେଂଟ ପ୍ଲାଂଟରେ ଚାଲିଛି କମ୍ପାନି । ବିଭିନ୍ନ ପ୍ରକାର କେମିକାଲ ମିଶା ପାଣି ସିଧାସଳଖ ଛାଡି ଦିଆଯାଉଛି ନଦୀକୁ । ଏସବୁ କେମିକାଲ ଦୁରାରୋଗ୍ୟ କ୍ୟାନସର ସୃଷ୍ଟି କରିପାରେ ହେଲେ ଆଶ୍ଚର୍ଯ୍ୟର କଥା ଏସବୁ ଜାଣିବା ପରେ ବି କେବଳ ନୋଟିସ କରି ଚୁପ ବସିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe