ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ବଲିଉଡ୍ ସିନେମା "ପିଙ୍କ୍'

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ବଲିଉଡ୍ ସିନେମା "ପିଙ୍କ୍'

souce-www.moviescircle.com

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଇଛି ବହୁ ପ୍ରତିକ୍ଷୀତ ବଲିଉଡ୍ ସିନେମା "ପିଙ୍କ୍'। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ବିଗ୍-ବି ଅମିତାଭ ବଚ୍ଚନ । ଏକ ଆଇନଜୀବୀ ଭୂମିକାରେ ନଜର ଆସୁଛନ୍ତି ଅମିତାଭ । ଏହା ବ୍ୟତୀତ ତାପସୀ ପାନ୍ନୁ, କିର୍ତୀ କୁଲାରୀ, ପିୟୁସ ମିଶ୍ର ପ୍ରମୁଖ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ହଲିଉଡ ସିନେମା ଦି ଏକ୍ୟୁଚଡର କାହାଣୀ ଉପରେ ଏହି ଫିଲ୍ମ ପର୍ଯ୍ୟବେସିତ ହୋଇଛି । ଏହି ଭଳି ଏକ କାହାଣୀ ଉପରେ ଗତିଶୀଳ ହେଉଛି ଫିଲ୍ମ "ପିଙ୍କ୍' ରକଥାବସ୍ତୁ । କୁହାଯାଉଛି ଏହି ଫିଲ୍ମରେ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe