ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ “ ମେରୀ ପ୍ୟାରୀ ବିନ୍ଦୁ ”ର ସୁଟିଂ ଇତି ମଧ୍ୟରେ ଶେଷ ହୋଇଯାଇଛି । ପରିଣୀତି ଟ୍ୱିଟ କରି ଏ ଖବର ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି । ଏହା ଏକ ରୋମାଂଟିକ୍ ଡ୍ରାମା ଫିଲ୍ମ ।
ଏଇ ଫିଲ୍ମରେ ପରିଣୀତି ଏବଂ ଆୟୁଷ୍ମାନ ଖୁରାନା ଏକ ଭିନ୍ନ ପ୍ରେମକାହାଣୀ ନେଇ ଆସୁଥିବା ଜଣାପଡିଛି । ୟଶରାଜ ବ୍ୟାନରର ଏହି ଫିଲ୍ମରେ ପରିଣୀତି ଜଣେ ଗାୟକ ଭୂମିକାରେ ନଜର ଆସିବେ । ଟ୍ୱିଟରରେ ପରିଣୀତି ସମସ୍ତ ଟିମର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/1-3.png)