କନକ ନ୍ୟୁଜ୍ ବିତର୍କରେ ମତ ରଖିଲେ ପାକିସ୍ତାନୀ ସାମ୍ବାଦିକ ଜିଆ ରେହମାନ ! କହିଲେ, ଆଇନ ଅନୁଯାୟୀ କୁଳଭୂଷଣଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ

27

କନକ ବ୍ୟୁରୋ : କୁଳଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛି ପାକିସ୍ତାନ ସେନା କୋର୍ଟ । ଏହାକୁ ନେଇ ସାରା ଦେଶରେ ତାତି ଲାଗି ରହିଛି । ଏହି ପ୍ରସଙ୍ଗରେ କନକ ନ୍ୟୁଜ୍ ବିତର୍କରେ ଭାଗ ନେଇ ପାକ୍ ସାମ୍ବାଦିକ ଜିଆ ରେହମାନ ପ୍ରତିକ୍ରିୟା ରଖି କହିଛନ୍ତି କୁଳଭୂଷଣଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –