source: news18.com
ଚଳିତବର୍ଷର ଫିଲ୍ମ ଫେୟାର ଆୱାର୍ଡରେ ସ୍ଥାନ ପାଇଛି ଦୁଇ ଜଣ ପାକିସ୍ତାନ ଷ୍ଟାରଙ୍କ ନାଁ । ତେବେ ଗାୟକ ଆତିଫ ଅସଲମ ଓ ଅଭିନେତା ଫବାଦ ଖାନଙ୍କ ନାଁ ଆୱାର୍ଡ କ୍ୟାଟୋଗୋରୀରେ ନୋମିନେଟ କରାଯାଇଛି ।
‘କପୁର ଆଣ୍ଡ ସନସ’ ପାଇଁ ଫବାଦଙ୍କ ନାଁ ନୋମିନେଟ ହୋଇଛି । ସେହିପରି ଏକାଧିକ ହିଟ ଗୀତ ପାଇଁ ଆୱାର୍ଡ ଲିଷ୍ଟରେ ଆତିଫ ଅସଲମଙ୍କ ନାଁ ସ୍ଥାନ ପାଇଛି ।
Follow Us