ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍: ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଦୁର୍ବୃତ୍ତ

176

କନକ ବ୍ୟୁରୋ: ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍ । ରାସୋଳ ଥାନା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ । ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଦୁର୍ବୃତ୍ତ । ଲକରରୁ ସୁନା ଗହଣା ସହ ନଗଦ ୮ ଲକ୍ଷ ଟଙ୍କା ଲୁଟିଲେ । ଲୁଟ ଗହଣାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ବ୍ୟାଙ୍କ କର୍ମାଚାରୀ ଆହତ ହୋଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ରାସଳୋ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।