ଗ୍ରେଟþ ବାପାଙ୍କ ଗ୍ରେଟ୍ ଅନ୍ଦାଜ : ଝିଅର ଜନ୍ମଦିନରେ ଅକ୍ଷୟ ସାଜିଲେ କ୍ଲୋନ୍ କୁମ୍ଭୀର

ଗ୍ରେଟþ ବାପାଙ୍କ ଗ୍ରେଟ୍ ଅନ୍ଦାଜ : ଝିଅର ଜନ୍ମଦିନରେ ଅକ୍ଷୟ ସାଜିଲେ କ୍ଲୋନ୍ କୁମ୍ଭୀର

44ବଲିଉଡର ମିଷ୍ଟର ଖିଲାଡି ଅକ୍ଷୟ କୁମାର । ନିଜର ଝିଅର ଜନ୍ମଦିନକୁ ଧୁମ ଧାମରେ ପାଳିଛନ୍ତି । ଝିଅର ଖୁସି ପାଇଁ ସେ ରିଲ୍ ନୁହେଁ ରିୟଲରେ ଜୋକର ଓ କୁମ୍ଭୀର ସାଜି ଖୁସି ବନେଇଛନ୍ତି । ଏହି ରବିବାର ଦିନ ଅକ୍ଷୟଙ୍କ ଝିଅ ନିତାରା ୪ ବର୍ଷର ହୋଇଛି । ଅକ୍ଷୟ ଟ୍ୱିଟରରେ ଝିଅ ନିତାରା ଓ ନିଜର ଏକ ରଙ୍ଗ-ବେରଙ୍ଗର ଫଟୋ ସେୟାର କରିଛନ୍ତି । ଫଟୋର ଶୀର୍ଷକରେ ଲେଖିଛନ୍ତି – କେତେବେଳେ ମୋ ଝିଅ ମୋତେ ଜୋକର ଜରୁଛି ତ କେତେବେଳେ କୁମ୍ଭୀର । ତା ପାଇଁ ଆମେ ଯାହା କରୁଛୁ ସେଥିରେ ସେ ବହୁତ ଖୁସି ହେଉଛି। ”

ନିଜ ଝିଅର ଏହି ୪ର୍ଥ ଜନ୍ମଦିନକୁ ଖୁବ୍ ଆନନ୍ଦର ସହ କଟେଇଛନ୍ତି ଅକ୍ଷୟ । ଝିଅକୁ ପିଠରେ ବସାଇ ସୁଇମିଂ ପୁଲରେ କୁମ୍ଭୀର ହୋଇ ପହଁରିଛନ୍ତି । ଟ୍ୱିଟର ଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏ ଫଟୋ ଏବେ ଫ୍ୟାନମାନଙ୍କ ଦ୍ୱାରା ବହୁତ ଆଦୃତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe