ବରିଷ୍ଠ ଅଭିନେତା ଓମ୍ ପୁରୀଙ୍କ ଦେହାନ୍ତ ଖବର ପୂରା ବଲିଉଡ ଜଗତ ପାଇଁ ଏକ ଶକ୍ତ ଧକ୍କା ପାଲଟିଯାଇଛି । ତାଙ୍କ ବିୟୋଗରେ ବଲିଉଡ ଜଗତର ଅନେକ କଳାକାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କର ଏଭଳି ଅକାଳ ବିୟୋଗରେ ମହାନାୟକ ଅମିତାଭ ବଚ୍ଚନ ନିଜର ଦୁଃଖକୁ ଲୁଚାଇ ରଖିପାରି ନାହାନ୍ତି।
ଅତି ଭାବବିହ୍ୱଳ ହୋଇ ଅମିତାଭ ତାଙ୍କ ବ୍ଲଗ୍ରେ ଓମ୍ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି ‘ଜଣେ ଭଲ ସାଙ୍ଗ, ଅତି ପ୍ରିୟ ସହକର୍ମୀ ଏବଂ ଜଣେ ମହାନ୍ କଳାକାର ଆଉ ନାହାନ୍ତି।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/amitabhbachchan-sad.jpg)