ଓଲିଉଡ୍ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର । ଡାକ୍ତର କହିଲେ, ଆଗାମୀ ୯୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

297

କନକ ବ୍ୟୁରୋ: ବଲିଉଡ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଗୁରୁତର ଅବସ୍ଥାରେ ୩ ସପ୍ତାହ ହେଲା ସେ  ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତ୍ତର୍ି ଅଛନ୍ତି । ଡାକ୍ତର କହିଛନ୍ତି, ଆଗାମୀ ୯୬ ଘଣ୍ଟା ମିହିରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିପାରେ ।  ମିହିର ଦାସ ୩ ସପ୍ତାହ ହେଲା  ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି ।