କୁନି ଓଡିଆ କଳାକାରଙ୍କ ବଲିଉଡ ଧମାକା

କୁନି ଓଡିଆ କଳାକାରଙ୍କ ବଲିଉଡ ଧମାକା

ବଲିଉଡ ପାଇଁ ଏବେ ଓଡିଆ ସାଜୁଛନ୍ତି ପ୍ରଥମ ପସନ୍ଦ । ନିକଟରେ ଏହା ଏବେ ଦେଖିବାକୁ ମିଳିଛି । ହିନ୍ଦୀ ଚଳଚ୍ଚିତ୍ର ଏମ୍ଏସ୍ ଧୋନୀର ଗୀତ “ପଢୋଗେ ଲିଖୋଗେ” ପାଇଁ ଅନନ୍ୟା କଣ୍ଠଦାନ କରିଛନ୍ତି । ଆଗାମୀ ୩୦ ତାରିଖରେ ଏହି ସିନେମା ମୁକ୍ତିଲାଭ କରିବ । ସେହିପରି ହିନ୍ଦୀ ଫିଲ୍ମ “ବଚ୍ଚେ କଚ୍ଚେ ସଚ୍ଚେ” ରେ ଅଭିନୟ କରିଛନ୍ତି ଓଡିଆ ଶିଶୁ କଳାକାର ରୋହିତାକ୍ଷ । ଯାହାକି ଏବେ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe