ବଲିଉଡ ପାଇଁ ଏବେ ଓଡିଆ ସାଜୁଛନ୍ତି ପ୍ରଥମ ପସନ୍ଦ । ନିକଟରେ ଏହା ଏବେ ଦେଖିବାକୁ ମିଳିଛି । ହିନ୍ଦୀ ଚଳଚ୍ଚିତ୍ର ଏମ୍ଏସ୍ ଧୋନୀର ଗୀତ “ପଢୋଗେ ଲିଖୋଗେ” ପାଇଁ ଅନନ୍ୟା କଣ୍ଠଦାନ କରିଛନ୍ତି । ଆଗାମୀ ୩୦ ତାରିଖରେ ଏହି ସିନେମା ମୁକ୍ତିଲାଭ କରିବ । ସେହିପରି ହିନ୍ଦୀ ଫିଲ୍ମ “ବଚ୍ଚେ କଚ୍ଚେ ସଚ୍ଚେ” ରେ ଅଭିନୟ କରିଛନ୍ତି ଓଡିଆ ଶିଶୁ କଳାକାର ରୋହିତାକ୍ଷ । ଯାହାକି ଏବେ ମୁକ୍ତିଲାଭ ଅପେକ୍ଷାରେ ଅଛି ।
କୁନି ଓଡିଆ କଳାକାରଙ୍କ ବଲିଉଡ ଧମାକା
/kanak/media/post_attachments/wp-content/uploads/2016/09/WEB.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)