ଦିନକରେ ଆଉ ୧୩୮ ପିଲା ସଂକ୍ରମିତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଅଧିକ ପିଲା ହୋଇପାରନ୍ତି ସଂକ୍ରମିତ; ପିଲାଙ୍କ ଖାଦ୍ୟ ଓ ପାନୀୟ ଦେବାକୁ ଦେଲେ ପରାମର୍ଶ

180

କନକ ବ୍ୟୁରୋ : କରୋନାରେ ଅଧିକ ପିଲା ସଂକ୍ରମିତ ହୋଇପାରନ୍ତି । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଶିଶୁ ବିଶେଷଜ୍ଞ ତଥା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, କରୋନାରୁ ରକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ସଂକ୍ରମଣ ଦୂରେଇ ରଖନ୍ତୁ । ସେ କହିଛନ୍ତି, ପିଲାଙ୍କ ସଂକ୍ରମଣ ଲକ୍ଷଣ ଭିନ୍ନ ରହିଛି । ଯଥା …

– ପିଲାଙ୍କୁ ବାନ୍ତି, ପତଳା ଝାଡା ହେବା
– ଆଖି ଲାଲ ପଡିବା
– ଦେହରେ ନାଲି ରଙ୍ଗ ପଡିବା
– ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା
– ପିଲାଙ୍କୁ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବା
– ମାଆକୁ କରୋନା ହେଲେବି ଛୋଟ ପିଲା ମା କ୍ଷୀର ଖାଇ ପାରିବେ