କିଙ୍ଗ୍ ଖାନ୍ ଶାହାରୁଖ ନିଜ ରୋମାଂଟିକ୍ ଅନ୍ଦାଜ ପାଇଁ ଦର୍ଶକଙ୍କ ମହଲରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖଙ୍କ ଜନ୍ମଦିନ ନଭେମ୍ବର ୨ ତାରିଖରେ ଥିବାରୁ ସେଦିନ ଶାହାରୁଖ ବିଧିବଦ୍ଧ ଭାବରେ ତାଙ୍କର ଆଗାମୀ ଫିଲ୍ମ "ରଇସ'ର ଟ୍ରେଲର ରିଲିଜ କରି ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ସ୍କ୍ରିନ ସେୟାର କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ।
ସେପଟେ ଫିଲ୍ମର ଟ୍ରେଲରରେ ନଜର ଆସିବେନି ମାହିରା ଖାନ୍ । ଆସନ୍ତା ବର୍ଷ ଜାନୁୟାରୀ ୨୬ ରେ ବଡ ପରଦାକୁ ଆସିବାକୁ ଯାଉଛି ଶାହାରୁଖଙ୍କ ଏହି ଫିଲ୍ମ "ରଇସ' ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/srk-raees-759.jpg)