ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍

3,171

କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ସୁନା ଓ ରୂପା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୁହା ଓ ଷ୍ଟିଲ୍, ତମ୍ବା ସାମଗ୍ରୀ ବି ଶସ୍ତା ହେବ । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ୍ । ଜିଏସଟିକୁ ଆହୁରି ସରଳ କରିବାକୁ ପ୍ରୟାସ । ଅକ୍ଟୋବର ୧ରୁ ନୂଆ କଷ୍ଟମ ଡ୍ୟୁଟି ଲାଗୁ ହେବ ।

କ’ଣ ଶସ୍ତା ହେବ ?

  • ସୁନା
  • ରୁପା
  • ଲୁହା ଓ ଷ୍ଟିଲ ସାମଗ୍ରୀ
  • ତମ୍ବା ସାମଗ୍ରୀ ଲୁହା
  • ସ୍ୱତନ୍ତ୍ର ଚମଡ଼ା

କ’ଣ ମହଙ୍ଗା ହେବ ?

  • ବିଦେଶୀ ମୋବାଇଲ
  • ମୋବାଇଲ ଉପକରଣ
  • ବିଦେଶରୁ ଆସୁଥିବା କପଡା
  • ବିଦେଶୀ ଅଟୋ ପାର୍ଟସ
  • ବିଦ୍ୟୁତ ଉପକରଣ
  • ସୋଲାର ଇନଭର୍ଟର
  • ବିଦେଶୀ ଖାଦ୍ୟ ତୈଳ