କନକ ବ୍ୟୁରୋ: ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ । ୧୯୯୩ ଆଇଏଏସ ଅଫିସର ହେଉଛନ୍ତି ନିକୁଞ୍ଜ ବିହାରୀ ଧଳ । ସେହିପରି ସୁଶିଲ ଲୋହାନୀଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ମଧ୍ୟ ରହିଛନ୍ତି । ସତ୍ୟବ୍ରତ ସାହୁଙ୍କୁ ଏସଆରସିର ଅତିରିକ୍ତ ଦାୟିତ୍ୱ ମିଳିଛି ।
ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ: ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
/kanak/media/post_attachments/wp-content/uploads/2023/03/31-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)