କନକ ବ୍ୟୁରୋ: ଏକାମ୍ର ୱାର୍କକୁ ଅଧିକ ଆକର୍ଷଣିୟ କରିବାକୁ ଆରମ୍ଭ ହୋଇଛି ଜଙ୍ଗଲ ସଫାରି ।  ବିଡିଏ ପକ୍ଷରୁ ସ୍ଥାନୀୟ ଭରତପୁର ଜଙ୍ଗଲରେ ଏଭଳି ଆୟୋଜନ କରାଯାଇଛି । ପର୍ଯ୍ୟଟକମାନେ ରାତିରେ ଜଙ୍ଗଲରେ ବୁଲିବା ସହ ନୂଆ ଅନୁଭୁତି ପାଇଛନ୍ତି । ମାର୍ଚ୍ଚ ୧ ରୁ ଏହା ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରିବବାର ଦିନ ଏହା ଆୟୋଜନ କରାଯିବ । ଏହି ଦୁସାହସିକ ଯାତ୍ରାରେ ପର୍ଯ୍ୟଟକମାନେ ରାତ୍ରୀଚର ଜଙ୍ଗଲି ଜୀବଙ୍କୁ ଦେଖିବାକୁ ପାଇବେ ।

Advertisment