Advertisment

ନ୍ୟୁଜ୍

ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା । post image

ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା ।

ବିଜେଡିର ଷ୍ଟାର ପ୍ରଚାରକ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ । ପ୍ରଚାର ମଇଦାନରେ ଅନୁଭବଙ୍କ ସହ ହୋଇପାରନ୍ତି ମୁହାଁମୁହିଁ । ବିଜେଡିରେ ମିଶିବା ପରେ ଜୋର ଧରିଲା ଚର୍ଚ୍ଚା  post image

ବିଜେଡିର ଷ୍ଟାର ପ୍ରଚାରକ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ । ପ୍ରଚାର ମଇଦାନରେ ଅନୁଭବଙ୍କ ସହ ହୋଇପାରନ୍ତି ମୁହାଁମୁହିଁ । ବିଜେଡିରେ ମିଶିବା ପରେ ଜୋର ଧରିଲା ଚର୍ଚ୍ଚା 

ପିକଅପ୍ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ । କେଉଁ ଉଦ୍ଦେଶ୍ୟରେ ଯାଉଥିଲା ଟଙ୍କା, ତଦନ୍ତ କରୁଛି ପୋଲିସ । post image

ପିକଅପ୍ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ । କେଉଁ ଉଦ୍ଦେଶ୍ୟରେ ଯାଉଥିଲା ଟଙ୍କା, ତଦନ୍ତ କରୁଛି ପୋଲିସ ।

ନକ୍ସଲ ପ୍ରଭାବିତ ବସ୍ତରରେ କିଭଳି ରହିଛି ନିର୍ବାଚନୀ ପ୍ରସ୍ତୁତି । ବହୁ ସଂଖ୍ୟାର ମାଓବାଦୀଙ୍କ ନିହତ ପରେ ବସ୍ତରରେ ବଢିବ କି ମତଦାନ ହାର post image

ନକ୍ସଲ ପ୍ରଭାବିତ ବସ୍ତରରେ କିଭଳି ରହିଛି ନିର୍ବାଚନୀ ପ୍ରସ୍ତୁତି । ବହୁ ସଂଖ୍ୟାର ମାଓବାଦୀଙ୍କ ନିହତ ପରେ ବସ୍ତରରେ ବଢିବ କି ମତଦାନ ହାର

ଡହଡହ ଖରାରେ ଜମୁଛି ପ୍ରଚାର । କୋଟପାଡ ନିର୍ବାଚନ ମଣ୍ଡଳିରେ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର post image

ଡହଡହ ଖରାରେ ଜମୁଛି ପ୍ରଚାର । କୋଟପାଡ ନିର୍ବାଚନ ମଣ୍ଡଳିରେ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଦେଖିବାକୁ ମିଳୁନି ଆଉ ବେଣା ଚେର, ହଜିଗଲାଣି ବିଞ୍ଚଣା । ଗରମ ଦିନେ ଆଉ ଦରକାର ପଡୁନି ଏ ଜିନିଷ । post image

ଦେଖିବାକୁ ମିଳୁନି ଆଉ ବେଣା ଚେର, ହଜିଗଲାଣି ବିଞ୍ଚଣା । ଗରମ ଦିନେ ଆଉ ଦରକାର ପଡୁନି ଏ ଜିନିଷ ।

ମାଟି ଖୋଳିବାକୁ ଅନୁମତି ନେଇ ମୋରମ ଚୋରା ଚାଲାଣ । ବେଆଇନ୍ ବ୍ଲାଷ୍ଟିଂ କରି ଶହଶହ ଟ୍ରିପ୍ ମୋରମ ନେଇଯାଉଛନ୍ତି ମାଫିଆ post image

ମାଟି ଖୋଳିବାକୁ ଅନୁମତି ନେଇ ମୋରମ ଚୋରା ଚାଲାଣ । ବେଆଇନ୍ ବ୍ଲାଷ୍ଟିଂ କରି ଶହଶହ ଟ୍ରିପ୍ ମୋରମ ନେଇଯାଉଛନ୍ତି ମାଫିଆ

ଏଥର ଲାଲଗଡରେ ପ୍ରତିବୁଥରେ ହେବ ମତଦାନ । ଛତିଶଗଡ ମାଓବାଦୀଙ୍କ ପ୍ରତିହତ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । post image

ଏଥର ଲାଲଗଡରେ ପ୍ରତିବୁଥରେ ହେବ ମତଦାନ । ଛତିଶଗଡ ମାଓବାଦୀଙ୍କ ପ୍ରତିହତ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

ରାଜନୀତିରୁ ରାସ୍ତାକଡ ଜଳଖିଆ ଦୋକାନ: ବରା ବିକୁଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ । post image

ରାଜନୀତିରୁ ରାସ୍ତାକଡ ଜଳଖିଆ ଦୋକାନ: ବରା ବିକୁଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ।

ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା କାଲି ହେବାକୁ ଯାଉଛି ଲୋକସଭା ନିର୍ବାଚନ । ଦକ୍ଷିଣ ଭାରତରର ସବୁଠାରୁ ବଡ ରାଜ୍ୟ ତାମିଲନାଡୁରେ କ’ଣ ରହିଛି ରାଜନୀତି ଗଣିତ post image

ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା କାଲି ହେବାକୁ ଯାଉଛି ଲୋକସଭା ନିର୍ବାଚନ । ଦକ୍ଷିଣ ଭାରତରର ସବୁଠାରୁ ବଡ ରାଜ୍ୟ ତାମିଲନାଡୁରେ କ’ଣ ରହିଛି ରାଜନୀତି ଗଣିତ

ସବସ୍କ୍ରାଇବ କରନ୍ତୁ