Advertisment

ନ୍ୟୁଜ୍

ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ପାରା । ୩୧ ଡିଗ୍ରୀ ଉପରେ ୧୫ସହର । ଭୁବନେଶ୍ୱରରେ ୩୨.୨ ଡିଗ୍ରୀ । post image

ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ପାରା । ୩୧ ଡିଗ୍ରୀ ଉପରେ ୧୫ସହର । ଭୁବନେଶ୍ୱରରେ ୩୨.୨ ଡିଗ୍ରୀ ।

ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ୭ଜଣଙ୍କ ମୃତ୍ୟୁ । ଆଜି ସକାଳୁ ମିଳିଲା ଆଉ ୬ ଜଣଙ୍କ ମୃତଦେହ । ଆଉ ଜଣେ ଏବେବି ନିଖୋଜ । post image

ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ୭ଜଣଙ୍କ ମୃତ୍ୟୁ । ଆଜି ସକାଳୁ ମିଳିଲା ଆଉ ୬ ଜଣଙ୍କ ମୃତଦେହ । ଆଉ ଜଣେ ଏବେବି ନିଖୋଜ ।

ଭୁବନେଶ୍ୱରରେ କାମ ବନ୍ଦ କଲେ ସଫେଇ କର୍ମଚାରୀ । ସହକର୍ମୀଙ୍କ ମୃତ୍ୟୁ ଯୋଗୁଁ କାମ ବନ୍ଦ ନିଷ୍ପତ୍ତି । post image

ଭୁବନେଶ୍ୱରରେ କାମ ବନ୍ଦ କଲେ ସଫେଇ କର୍ମଚାରୀ । ସହକର୍ମୀଙ୍କ ମୃତ୍ୟୁ ଯୋଗୁଁ କାମ ବନ୍ଦ ନିଷ୍ପତ୍ତି ।

ବୋଟରେ ଯାଇ ଲୋକଙ୍କୁ ସଚେତନ କଲେ । ପୁରୀ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ । post image

ବୋଟରେ ଯାଇ ଲୋକଙ୍କୁ ସଚେତନ କଲେ । ପୁରୀ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ପ୍ରଚାର । ଅଗ୍ନିବୀର ଆଶାୟୀଙ୍କ ନିକଟରେ ପହଞ୍ଚି କଲେ ଭୋଟ ଅପିଲ । post image

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ପ୍ରଚାର । ଅଗ୍ନିବୀର ଆଶାୟୀଙ୍କ ନିକଟରେ ପହଞ୍ଚି କଲେ ଭୋଟ ଅପିଲ ।

ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ । ଏବେବି ୪ ନିଖୋଜ । post image

ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ । ଏବେବି ୪ ନିଖୋଜ ।

ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ରାଞ୍ଚଳ ଆରଡିସି । post image

ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ରାଞ୍ଚଳ ଆରଡିସି ।

ଯାଜପୁର ବିଞ୍ଝାରପୁରରେ ହତ୍ୟାକାରୀ ସାଜିଥିଲା ଏତଲାକାରୀ । ସହଯୋଗୀ ସହ ମିଶି ସ୍ତ୍ରୀର ହତ୍ୟା ପରେ ପୁଲିସ ନିକଟରେ ହୋଇଥିଲା ଫେରାଦ୍ । post image

ଯାଜପୁର ବିଞ୍ଝାରପୁରରେ ହତ୍ୟାକାରୀ ସାଜିଥିଲା ଏତଲାକାରୀ । ସହଯୋଗୀ ସହ ମିଶି ସ୍ତ୍ରୀର ହତ୍ୟା ପରେ ପୁଲିସ ନିକଟରେ ହୋଇଥିଲା ଫେରାଦ୍ ।

ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡ଼ଘଡ଼ି ପାଇଁ ୬ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । post image

ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡ଼ଘଡ଼ି ପାଇଁ ୬ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

ମହାନଦୀରେ ନିଖୋଜ ୭ଜଣଙ୍କ ମିଳୁନି ପତ୍ତା। ଦ୍ୱିତୀୟ ଦିନରେ ଚାଲିଛି ରେସକ୍ୟୁ ଅପରେସନ । ଓଡ୍ରାଫ, ସ୍କୁବା ଡାଇଭର ଓ ଅଗ୍ନିଶମ ବାହୀନିର ମିଳିତ ଅପରେସନ । post image

ମହାନଦୀରେ ନିଖୋଜ ୭ଜଣଙ୍କ ମିଳୁନି ପତ୍ତା। ଦ୍ୱିତୀୟ ଦିନରେ ଚାଲିଛି ରେସକ୍ୟୁ ଅପରେସନ । ଓଡ୍ରାଫ, ସ୍କୁବା ଡାଇଭର ଓ ଅଗ୍ନିଶମ ବାହୀନିର ମିଳିତ ଅପରେସନ ।

ସବସ୍କ୍ରାଇବ କରନ୍ତୁ