Advertisment

ନ୍ୟୁଜ୍

ନକଲି ଓ-ଟୁ ଔଷଧ, କଟକରୁ ବିହାର କନେକସନ୍ । ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କଲା ଡ୍ରଗ କଂଟ୍ରୋଲର ସ୍ପେଶାଲ ଟାକ୍ସ ଫୋର୍ସ । post image

ନକଲି ଓ-ଟୁ ଔଷଧ, କଟକରୁ ବିହାର କନେକସନ୍ । ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କଲା ଡ୍ରଗ କଂଟ୍ରୋଲର ସ୍ପେଶାଲ ଟାକ୍ସ ଫୋର୍ସ ।

କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ପିସିସି ସଭାପତି ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଲା ପୋଲିସ post image

କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ପିସିସି ସଭାପତି ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଲା ପୋଲିସ

ମାନହାନୀ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଆସନ୍ତାକାଲି ସୁରଟ ସେସନ କୋର୍ଟରେ ଆବେଦନ କରିବା ନେଇ ସୂତ୍ର ସୂଚନା post image

ମାନହାନୀ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଆସନ୍ତାକାଲି ସୁରଟ ସେସନ କୋର୍ଟରେ ଆବେଦନ କରିବା ନେଇ ସୂତ୍ର ସୂଚନା

ବଢୁଛି ହରଡ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା post image

ବଢୁଛି ହରଡ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା

ଇଂରାଜୀ ଭାଷା ନିଷିଦ୍ଧ କରିବାକୁ ବିଲ୍ ପ୍ରସ୍ତୁତ କଲେ ଇଟାଲୀ ସରକାର । ନିୟମ ଭଙ୍ଗ କଲେ ୯୦ ଲକ୍ଷ ଟଙ୍କା ଜରିମାନ post image

ଇଂରାଜୀ ଭାଷା ନିଷିଦ୍ଧ କରିବାକୁ ବିଲ୍ ପ୍ରସ୍ତୁତ କଲେ ଇଟାଲୀ ସରକାର । ନିୟମ ଭଙ୍ଗ କଲେ ୯୦ ଲକ୍ଷ ଟଙ୍କା ଜରିମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରି ମାମଲା : ଥମୁନି ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ । ଅଦାଳତର ଭର୍ତ୍ସନା ଓ ଜରିମାନା ସ୍ୱତ୍ୱେ କେଜ୍ରିୱାଲ ପୁଣି ଦୋହରାଇଲେ ଦାବି post image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରି ମାମଲା : ଥମୁନି ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ । ଅଦାଳତର ଭର୍ତ୍ସନା ଓ ଜରିମାନା ସ୍ୱତ୍ୱେ କେଜ୍ରିୱାଲ ପୁଣି ଦୋହରାଇଲେ ଦାବି

ବିହାରରେ ମୋର୍ଚ୍ଚା ସମ୍ଭାଳିବେ ଅର୍ଦ୍ଧସାମରିକ ବଳ । ହିଂସା ନେଇ ଗଭର୍ଣ୍ଣରଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା post image

ବିହାରରେ ମୋର୍ଚ୍ଚା ସମ୍ଭାଳିବେ ଅର୍ଦ୍ଧସାମରିକ ବଳ । ହିଂସା ନେଇ ଗଭର୍ଣ୍ଣରଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା ପାଇଁ କାହିଁକି ବିଳମ୍ବ କରୁଛନ୍ତି ଦୁଇ ମୁଖ୍ୟ ଜାତୀୟ ଦଳ? post image

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା ପାଇଁ କାହିଁକି ବିଳମ୍ବ କରୁଛନ୍ତି ଦୁଇ ମୁଖ୍ୟ ଜାତୀୟ ଦଳ?

ଏଣିକି କୁଇ ଓ ସ୍ଥାନୀୟ ଭାଷାରେ ପାଠ ପଢିବେ କୋରାପୁଟ ପିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଘୋଷଣା କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ post image

ଏଣିକି କୁଇ ଓ ସ୍ଥାନୀୟ ଭାଷାରେ ପାଠ ପଢିବେ କୋରାପୁଟ ପିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଘୋଷଣା କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ । ଫେକ୍ ସାର୍ଟିଫିକେଟ୍ ମାମଲାର ଚାଲିଛି ଖୋଳତାଡ଼ । ମନୋଜ ମିଶ୍ରର କୋଚିଂ ସେଣ୍ଟରରେ ହୋଇପାରେ ଚଢଉ ଜାଲ post image

ବଲାଙ୍ଗୀର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ । ଫେକ୍ ସାର୍ଟିଫିକେଟ୍ ମାମଲାର ଚାଲିଛି ଖୋଳତାଡ଼ । ମନୋଜ ମିଶ୍ରର କୋଚିଂ ସେଣ୍ଟରରେ ହୋଇପାରେ ଚଢଉ ଜାଲ

ସବସ୍କ୍ରାଇବ କରନ୍ତୁ