Advertisment

ନ୍ୟୁଜ୍

ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ post image

ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ

ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ post image

ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ

ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ post image

ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ

୨ ତାରିଖରେ ସୂର୍ଯ୍ୟ ମିସନ ‘ଆଦିତ୍ୟ-ଏଲ୍-୧' । ମିସନ ପାଇଁ କାଉଂଟଡାଉନ ଆରମ୍ଭ post image

୨ ତାରିଖରେ ସୂର୍ଯ୍ୟ ମିସନ ‘ଆଦିତ୍ୟ-ଏଲ୍-୧' । ମିସନ ପାଇଁ କାଉଂଟଡାଉନ ଆରମ୍ଭ

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠିତ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ post image

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠିତ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଲେ ଭଦ୍ରକର ସାଇ ସୁକନ୍ୟା । ପାଲଟା ଉପହାରରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ ।   post image

ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଲେ ଭଦ୍ରକର ସାଇ ସୁକନ୍ୟା । ପାଲଟା ଉପହାରରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ ।  

ଆସନ୍ତାକାଲି ଭାରତର ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ । ଶ୍ରୀହରିକୋଟାରେ ଶେଷ ହେଲା ପ୍ରସ୍ତୁତି post image

ଆସନ୍ତାକାଲି ଭାରତର ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ । ଶ୍ରୀହରିକୋଟାରେ ଶେଷ ହେଲା ପ୍ରସ୍ତୁତି

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ଆତଙ୍କ । ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ୍ । କିଏ ରଖିଥିଲା ବୋମା? ପୁଲିସ କରୁଛି ଛାନଭିନ post image

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ଆତଙ୍କ । ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ୍ । କିଏ ରଖିଥିଲା ବୋମା? ପୁଲିସ କରୁଛି ଛାନଭିନ

ପ୍ରତିବାଦ ଓ ନାରାବାଜି ଭିତରେ ୫-ଟି ସଚିବଙ୍କ ଯାଜପୁର ଗସ୍ତ । ବିଜେପି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ । ଏପଟେ ମୁହଁ ଖୋଲିଲେ ବିଜୟ ମହାପାତ୍ର post image

ପ୍ରତିବାଦ ଓ ନାରାବାଜି ଭିତରେ ୫-ଟି ସଚିବଙ୍କ ଯାଜପୁର ଗସ୍ତ । ବିଜେପି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ । ଏପଟେ ମୁହଁ ଖୋଲିଲେ ବିଜୟ ମହାପାତ୍ର

ମୋଦୀଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ରଣହୁଙ୍କାର । ଗଠନ ହେଲା ୧୪ଜଣିଆ ସମନ୍ୱୟ କମିଟି । କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ ନେତା, କଟାକ୍ଷ କଲା ବିଜେପି post image

ମୋଦୀଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ରଣହୁଙ୍କାର । ଗଠନ ହେଲା ୧୪ଜଣିଆ ସମନ୍ୱୟ କମିଟି । କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ ନେତା, କଟାକ୍ଷ କଲା ବିଜେପି

ସବସ୍କ୍ରାଇବ କରନ୍ତୁ