Advertisment

ନ୍ୟୁଜ୍

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ post image

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ

ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ । post image

ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।

ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ । post image

ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ।

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି । post image

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି ।

ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ post image

ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ

ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ post image

ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ

କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର post image

କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର

ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ post image

ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା post image

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା post image

ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା

ସବସ୍କ୍ରାଇବ କରନ୍ତୁ