ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ତିର୍ତ୍ତୋଲ ସରଣୀ ଛକରେ ମହିଳା କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ବସ୍‌

Advertisment

ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଗତସିଂହପୁର ତିର୍ତ୍ତୋଲ ସରଣୀ ଛକରେ ମହିଳା କନଷ୍ଟେବଳ ଉପରେ ଚଢ଼ିଗଲା ବସ । ଘଟଣାସ୍ଥଳରେ ହିଁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି ।

ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଗତସିଂହପୁର ତିର୍ତ୍ତୋଲ ସରଣୀ ଛକରେ ମହିଳା କନଷ୍ଟେବଳ ଉପରେ ଚଢ଼ିଗଲା ବସ । ଘଟଣାସ୍ଥଳରେ ହିଁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି ।

rgr

କନକ ବ୍ୟୁରୋ: ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଗତସିଂହପୁର ତିର୍ତ୍ତୋଲ ସରଣୀ ଛକରେ ମହିଳା କନଷ୍ଟେବଳ ଉପରେ ଚଢ଼ିଗଲା ବସ। ଘଟଣାସ୍ଥଳରେ ହିଁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି । ମୃତ କନଷ୍ଟେବଳ ହେଲେ ତିର୍ତ୍ତୋଲ ଥାନାର ସୁରୁ ଜାମୁଣ୍ଡା । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe