ପୁଣି ଓଡ଼ିଶା ଫେରିବ କି ପୋସ୍କୋ? ଜେଏସଡବ୍ଲୁ ଷ୍ଟିଲ ସହ ବୁଝାମଣା ସ୍ୱାକ୍ଷର ପରେ ଆରମ୍ଭ ହେଲା ଚର୍ଚ୍ଚା

Advertisment

ଣି ଓଡ଼ିଶା ଫେରିବ କି ପୋସ୍କୋ? ୧୯ ବର୍ଷ ପରେ ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଭିତ୍ତିକ ଇସ୍ପାତ କମ୍ପାନୀ ପୋସ୍କୋ। କମ୍ପାନୀ ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ପରେ ପୋସ୍କୋକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି

Updated On

ଅଦ୍ୟତନ ହୋଇଛି
posco

କନକବ୍ୟୁରୋ: ପୁଣି ଓଡ଼ିଶା ଫେରିବ କି ପୋସ୍କୋ? ୧୯ ବର୍ଷ ପରେ ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଭିତ୍ତିକ ଇସ୍ପାତ କମ୍ପାନୀ ପୋସ୍କୋ । କମ୍ପାନୀ ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ପରେ ପୋସ୍କୋକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏହି ବୁଝାମଣା କରାଯାଇଛି ।

ହେଲେ କେଉଁ ସ୍ଥାନରେ ଇସ୍ପାତ କାରଖାନା କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ବୁଝାମଣା ଜେଏସ୍‌ଡବ୍ଲ୍ୟୁର ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି  । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍ ରହିବ  । ଏମ୍ଓୟୁ ମୁତାବକ ଉଭୟ କମ୍ପାନୀ ଷ୍ଟିଲ୍, ବ୍ୟାଟେରୀ ଉପକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ  । 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe