ତାଜମହଲରେ କାହିଁକି ଜଳେନି ଲାଇଟ୍‌ ? ବହୁତ କମ୍‌ ଲୋକ ଜାଣିଥିବେ ଏହାର ଉତ୍ତର ।

Photo Credit : kanakNews

ତାଜମହଲର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଏବଂ ତା’ସହ ଜଡିତ ରହସ୍ୟ ଜାଣିବା ପାଇଁ ସମସ୍ତେ ଇଛୁକ ଥାଆନ୍ତି ।

Photo Credit : kanakNews

ରାତିର ଅନ୍ଧାରକୁ ଦୂର କରିବା ପାଇଁ ସବୁ ସ୍ଥା ନରେ ଲାଇଟ୍‌ ଲଗାଯାଏ କିନ୍ତୁ ଆପଣ ନଜର କରିଛନ୍ତି କି ରାତିରେ ମଧ୍ୟ ତାଜମହଲରେ କେବେ ଲାଇଟ୍‌ ଜଳେନି ।

Photo Credit : kanakNews

ପର୍ଯ୍ୟଟକମାନଙ୍କ ପାଇଁ ତାଜମହଲ ସକାଳ ୬ ରେ ଖୋଲେ ଏବଂ ସଂନ୍ଧ୍ୟା ୬:୩୦ରେ ଦ୍ୱାର ବନ୍ଦ କରିଦିଆ ଯାଏ ।

Photo Credit : kanakNews

ତାଜମହଲରେ ଲାଇଟ୍‌ ଏଥିପାଇଁ ଜଳେନି କାରଣ,ସେଠାରେ ଅଧିକ ମାତ୍ରାରେ କୀଟ ପତଙ୍ଗ ଥାଆନ୍ତି । ଯାହାକି ଲାଇଟ୍‌ କିରଣର ଆକର୍ଷିତ ହୋଇଥାନ୍ତି ।

Photo Credit : kanakNews

ସେହି କୀଟ ପତଙ୍ଗମାନଙ୍କର ମଳମୂତ୍ରରେ ତାଜମହଲର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ଯୋଗୁଁ ସେଠାରେ ଲାଇଟ୍‌ ଜଳାଯାଏ ନାହିଁ ।

Photo Credit : kanakNews