ରାସନ କାର୍ଡରେ ପୁଣି ମିଳିବ ଗହମ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଚିଠି

Advertisment

ରାସନ୍ କାର୍ଡରେ ମିଳିବ ଗହମ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଓଡିଶା ସମେତ ୯ଟି ରାଜ୍ୟରେ ରାସନ୍‌ କାର୍ଡରେ ଗହମ ବଣ୍ଟନ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ରାସନ୍ କାର୍ଡରେ ମିଳିବ ଗହମ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଓଡିଶା ସମେତ ୯ଟି ରାଜ୍ୟରେ ରାସନ୍‌ କାର୍ଡରେ ଗହମ ବଣ୍ଟନ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

21ୁିୁ

କନକ ବ୍ୟୁରୋ : ରାସନ୍ କାର୍ଡରେ ମିଳିବ ଗହମ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଓଡିଶା ସମେତ ୯ଟି ରାଜ୍ୟରେ ରାସନ୍‌ କାର୍ଡରେ ଗହମ ବଣ୍ଟନ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅକ୍ଟୋବର ମାସରୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି । ଗହମ ବଣ୍ଟନ ନେଇ ବିଧାନସଭାରେ ଉତ୍ତର ରଖିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୨୦୨୨, ଜୁନ୍ ମାସରୁ ରାସନ୍ କାର୍ଡରେ ଗହମ ବଣ୍ଟନ ବନ୍ଦ କରିଦେଇଥିଲେ କେନ୍ଦ୍ର ସରକାର । ଏବେ ପୁଣିଥରେ ଉପଲବ୍ଧ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe