ଭସାଣି ପାଇଁ ଭୁବନେଶ୍ୱରରେ ଦିନ ୩ଟାରୁ ଟ୍ରାଫିକ କଟକଣା: ଭସାଣି ଶେଷ ଯାଏଁ ରହିବ ବଳବତ୍ତର

Advertisment

ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା। ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ।

ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା। ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ।

wdw

କନକ ବ୍ୟୁରୋ: ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା। ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ଭସାଣୀ ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ। ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ। ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ। ଭସାଣି ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା। ଭସାଣୀ ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ। 

ଭସାଣି ପାଇଁ ଟ୍ରାଫିକ କଟକଣା 
-ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା
-ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ବଳବତ୍ତର ରହିବ କଟକଣା
-ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ କଟକଣା ଜାରି
-ଭସାଣି ଶେଷ ଯାଏ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ
-ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ
-ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ
-ଭସାଣୀ ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ
-ଭସାଣି ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା
-ସୂଚନା ଦେଲେ ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe