କନକ ବ୍ୟୁରୋ : ଢେଙ୍କାନାଳରେ ଟ୍ରାଫିକ ଅବବ୍ୟସ୍ଥା । ସହର ଭିତରେ ଥିବା ମୁଖ୍ୟ ଟ୍ରାଫିକ ପୋଷ୍ଟରେ ଦିନ ୧୦ଟାରେ ରହୁନାହାନ୍ତି ଟ୍ରାଫିକ ପୋଲିସ । ବସ ଷ୍ଟାଣ୍ଡ, ଗଣେଶ ବଜାର, କଚେରି ଛକ, ବାଜି ଚଉକ ଭଳି ମୁଖ୍ୟ ସ୍ଥାନ ଗୁଡିକରେ ଯାନ ବାହନ ଚଳାଚଳ ଅଧିକ ମାତ୍ରାରେ ହୋଇଥାଏ । ହେଲେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ଅଧିକାଂଶ ସମୟରେ ଟ୍ରାଫିକ ଅଧିକାରୀ ରହୁନଥିବା ଦେଖିବାକୁ ମିଳୁଛି କ୍ଷ ଭିଡ ନିୟନ୍ତ୍ରଣ କରିବାରେ ଟ୍ରାଫିକ ପୋଲିସ ଦାୟିତ୍ଵ ଥିବା ବେଳେ ଟ୍ରାଫିକ ପୋଷ୍ଟ ଖାଲି ରହୁଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଉଛି କ୍ଷ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us