ମୟୂରଭଞ୍ଜ ଝାରପୋଖରିଆରେ ଜଳିଗଲା ଟମାଟୋ ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲଫର ଫେରାର

୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଝାରପୋଖରିଆ ନିକଟରେ ଡିଭାଇଡରରେ ପିଟି ହେବା ପରେ ଟ୍ରକଟି ହୁତ୍  ହୁତ୍ ହୋଇ ଜଳିଯାଇଛି । ଭୋର ୪ଟାରେ ଘଟିଛି ଏହି ଘଟଣା ।

2

କନକ ବ୍ୟୁରୋ :  ମୟୂରଭଂଜ ଜିଲ୍ଲା ଝାରପୋଖରିଆରେ ଜଳିଗଲା ଟମାଟୋ ବୋଝେଇ ଟ୍ରକ । ୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଝାରପୋଖରିଆ ନିକଟରେ ଡିଭାଇଡରରେ ପିଟି ହେବା ପରେ ଟ୍ରକଟି ହୁତ୍  ହୁତ୍ ହୋଇ ଜଳିଯାଇଛି । ଭୋର ୪ଟାରେ ଘଟିଛି ଏହି ଘଟଣା । ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ତେବେ ଟ୍ରକର ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe