ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ :ଆସନ୍ତା ୨୦ରେ ପଡିବ ଭୋଟ

Advertisment

ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟା ୫ଟା ପ୍ରଚାର ଶେଷ ହେବ । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ

dd

କନକବ୍ୟୁରୋ : ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟା ୫ଟା ପ୍ରଚାର ଶେଷ ହେବ  ।  ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ ।

କଳ୍ପନା ସୋରେନ, ସୀତା ସୋରନଙ୍କ ଛଡା ମୈଦାନରେ ଅଛନ୍ତି ୧୧ ଜଣ ପୂର୍ବତନ ମନ୍ତ୍ରୀ ।  ନଭେମ୍ୱର ୨୦ ତାରିଖରେ ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୫୨୮ ଜଣ ପ୍ରାର୍ଥୀ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଧୁଆଁଧାର ପ୍ରଚାର କରି ଶେଷ ମୁହୂର୍ତରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିବେ  ।

ସେପଟେ ମହାରାଷ୍ଟ୍ରରେ ମଧ୍ୟ ଆଜି ପ୍ରଚାଲ ଶେଷ ହେବ । ଇଣ୍ଡି ମେଣ୍ଟ ଓ ଏନଡିଏ ମେଣ୍ଟ ପକ୍ଷରୁ ପ୍ରଚାରର ଶେଷ ଦିନରେ ରାଲି, ରୋଡ ସୋ ଓ ପ୍ରଚାର ସଭା କରି ଭୋଟ ମାଗିବେ ବଡ଼ ବଡ଼ ନେତା । ମହାରାଷ୍ଟ୍ରରେ ବୁଧବାର ୨୮୮ଆସନରେ ଭୋଟ ଗ୍ରହଣ କରାଯିବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe