ଭାରତ ଫେରିଲେ ସର୍ବଦଳୀୟ ପ୍ରତିନିଧୀମଣ୍ଡଳୀର ତିନୋଟି ଟିମ୍, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକରଙ୍କୁ ଭେଟି ଗସ୍ତ ବାବଦରେ ଦେଲେ ସୂଚନା

କିଭଳି ବିଶ୍ବ ମଞ୍ଚରେ ଅପରେସନ ସିନ୍ଦୂରର ସଫଳତା କୁହାଯାଇଛି ? କିଭଳି ପାକିସ୍ତାନର ମୁଖା ଖୋଲିଛି ଭାରତ ସେହି ବାବଦରେ ବୈଦେଶିକମନ୍ତ୍ରୀଙ୍କୁ ଜଣାଇଛନ୍ତି । ଭାରତକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗ୍ରୁପ ଥ୍ରୀ ଫେରି ଆସିଥିବାବେଳ ଆଉ କିଛି ଟିମ ଗସ୍ତ ଜାରି ରଖିଛନ୍ତି । ମାଲେସିଆ ଓ ଲଣ୍ଡନରେ ବାର୍ତ୍ତା ଜାରି ରଖିଛନ୍ତି ସଦସ୍ୟ 

ଅଦ୍ୟତନ ହୋଇଛି
sdfgdsgfdsds

କନକ ବ୍ୟୁରୋ : ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର କିଛି ଟିମ ଭାରତ ଫେରିଛନ୍ତି । ସ୍ବଦେଶକୁ ଆସିବା ପରେ ଆଜି ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଗସ୍ତ ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି । କିଭଳି ବିଶ୍ବ ମଞ୍ଚରେ ଅପରେସନ ସିନ୍ଦୂରର ସଫଳତା କୁହାଯାଇଛି ? କିଭଳି ପାକିସ୍ତାନର ମୁଖା ଖୋଲିଛି ଭାରତ ସେହି ବାବଦରେ ବୈଦେଶିକମନ୍ତ୍ରୀଙ୍କୁ ଜଣାଇଛନ୍ତି । ଭାରତକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗ୍ରୁପ ଥ୍ରୀ ଫେରି ଆସିଥିବାବେଳ ଆଉ କିଛି ଟିମ ଗସ୍ତ ଜାରି ରଖିଛନ୍ତି । ମାଲେସିଆ ଓ ଲଣ୍ଡନରେ ବାର୍ତ୍ତା ଜାରି ରଖିଛନ୍ତି ସଦସ୍ୟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe