କନକ ବ୍ୟୁରୋ : ଦାରିଙ୍ଗବାଡି ଆମ୍ବ ଟାକୁଆ ଜାଉ ଖାଇ ଗୁରୁତର ହୋଇଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଏସ୍ସିବିରେ ଚିକିତ୍ସିତ ହେଉଥିବା ଦୁଇ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗତକାଲି ଡାଇଲିସସ୍ କରାଯାଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଏହା ସହ ଅନ୍ୟ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଜି ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟ ଆସିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେପଟେ ଘଟଣାକୁ ନେଇ ଆସିଛି କନ୍ଧମାଳ ସିଡିଏମଓଙ୍କ ରିପୋର୍ଟ । ରିପୋର୍ଟରେ ପୁରା ଘଟଣା ବିଷୟରେ ସୂଚନା ରହିଛି ।
ଆମ୍ବ ଟାକୁଆ ଜାଉ ଘଟଣାରେ ଆସିଲା କନ୍ଧମାଳ ସିଡିଏମ୍ଓଙ୍କ ରିପୋର୍ଟ । ରିପୋର୍ଟରେ ପୁରା ଘଟଣା ରହିଛି ବିଷୟରେ ସୂଚନା
ଦାରିଙ୍ଗବାଡି ଆମ୍ବ ଟାକୁଆ ଜାଉ ଖାଇ ଗୁରୁତର ହୋଇଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଏସ୍ସିବିରେ ଚିକିତ୍ସିତ ହେଉଥିବା ଦୁଇ ଗୁତରତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।