ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ ଆନ୍ଦୋଳନରତ ଡାକ୍ତର । ଫାଷ୍ଟ ଟ୍ରାକ ତଦନ୍ତ ଦାବି

Advertisment

ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ ଆନ୍ଦୋଳନକାରୀ ଡାକ୍ତର। ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ବିକ୍ଷୋଭରତ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି

ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ ଆନ୍ଦୋଳନକାରୀ ଡାକ୍ତର। ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ବିକ୍ଷୋଭରତ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି

doc 1

କନକବ୍ୟୁରୋ: ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ  ଆନ୍ଦୋଳନକାରୀ ଡାକ୍ତର । ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ବିକ୍ଷୋଭରତ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କୋଲକାତା ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ବିକ୍ଷୋଭ ଜାରି ରଖିଛନ୍ତି।

ତଦନ୍ତରେ ବିଳମ୍ବ ହେଊଥିବାରୁ ଫାଷ୍ଟ ଟ୍ରାକ ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାର ୩ ଦିନ ପରେ ଅର୍ଥାତ୍ ଗତ ଅଗଷ୍ଟ ୧୩ ତାରିଖରେ ମାମଲାର ତଦନ୍ତକାର ସିବିଆଇକୁ ଦେଇଥିଲେ କୋଲକାତା ହାଇକୋର୍ଟ । ସେପଟେ ଆଜିଠୁ ଜୁନିୟର ଡାକ୍ତର , ଡାକ୍ତରମାନେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଇଛନ୍ତି । କିନ୍ତୁ ପିଡ଼ୀତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ  ଧାରଣା ଜାରୀ ରହିବ ବୋଲି ଜିଦରେ ଅଟଳ ଅଛନ୍ତି ବିକ୍ଷୋଭରତ ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe