ଜମ୍ମୁକାଶ୍ମୀରରେ ବଢ଼ୁଛି ଆତଙ୍କ: ୧୫ଦିନରେ ୧୯ଜଣଙ୍କୁ ଟାର୍ଗେଟ କିଲିଂ

Advertisment

ଜମ୍ମୁକାଶ୍ମୀରେ ଆତଙ୍କ। ୧୫ଦିନ ୧୯ଜଣଙ୍କୁ ଟାର୍ଗେଟ କିଲିଂ ପରେ ଚିନ୍ତାରେ ସରକାର । କିଭଳି ମୁକାବିଲ କରାଯିବ  ସେନେଇ ଆଜି ନୂଆ ସରକାର ଜରୁରୀ ବୈଠକ ଡକାଇଛନ୍ତି । ସେପଟେ ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି।

swsws

କନକ ବ୍ୟୁରୋ: ଜମ୍ମୁକାଶ୍ମୀରେ ଆତଙ୍କ। ୧୫ଦିନ ୧୯ଜଣଙ୍କୁ ଟାର୍ଗେଟ କିଲିଂ ପରେ ଚିନ୍ତାରେ ସରକାର । କିଭଳି ମୁକାବିଲ କରାଯିବ  ସେନେଇ ଆଜି ନୂଆ ସରକାର ଜରୁରୀ ବୈଠକ ଡକାଇଛନ୍ତି । ସେପଟେ ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଗୁରୁବାର ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିବାବେଳେ ସେନାରେ କାର୍ଯ୍ୟ କରୁଥିବା ଦୁଇଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁଇ ଯବାନ ଆହତ ହୋଇଛନ୍ତି। କୁହାଯାଉଛି ଯେ ଏଲଓସି ନିକଟ ବୋଟାପଥର ଗୁଲମର୍ଗର ନାଗିନ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। ତେବେ ସେନା ପକ୍ଷରୁ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହା ଅନୁପ୍ରବେଶ ପାଇଁ ଏକ ପ୍ରୟାସ ହୋଇପାରେ।ଏହି ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe