ପାକିସ୍ତାନର ଏୟାରଷ୍ଟ୍ରାଇକ୍ ତାଲିବାନର ପ୍ରତିଶୋଧ : ସୀମାରେ ପଶି ସେନା ଶିବିରରେ କଲା ବୋମାମାଡ

Advertisment

ପାକିସ୍ତାନର ଏୟାରଷ୍ଟ୍ରାଇକ୍ ପରେ ଆରମ୍ଭ ହେଲା ତାଲିବାନର ପ୍ରତିଶୋଧ  ।  ପାକିସ୍ତାନ ସୀମାରେ ପଶି ବିଭିନ୍ନ ସ୍ଥାନରେ ଆଫଗାନିସ୍ଥାନର ତାଲିବାନ ସେନା ବୋମାମାଡ କରିଥିବା ସୂଚନା  ।  ଆକ୍ରମଣ କିଛି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣାପଡିଛି

frefrefvvdv

ffdvdfrfd Photograph: (fdfrfrf)

କନକବ୍ୟୁରୋ :  ପାକିସ୍ତାନର ଏୟାରଷ୍ଟ୍ରାଇକ୍ ପରେ ଆରମ୍ଭ ହେଲା ତାଲିବାନର ପ୍ରତିଶୋଧ  ।  ପାକିସ୍ତାନ ସୀମାରେ ପଶି ବିଭିନ୍ନ ସ୍ଥାନରେ ଆଫଗାନିସ୍ଥାନର ତାଲିବାନ ସେନା ବୋମାମାଡ କରିଥିବା ସୂଚନା  ।  ଆକ୍ରମଣ କିଛି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣାପଡିଛି । ଏହି ଆକ୍ରମଣରେ ୧୯ଜଣ ପାକ୍ ଯବାନଙ୍କ ମୃତ୍ୟୁ ଘଟିଥିବା ଅନ୍ତଜାତୀୟ ଗଣମାଧ୍ୟମରେ କୁହାଯାଇଛି  । 

ପାକିସ୍ତାନ-ଆଫଗାନିସ୍ଥାନର ସୀମାବର୍ତ୍ତୀ ଡୁରାଣ୍ଡ ଲେନରେ ଥିବା ସେନା ଶିବିର ଉପରେ ଆକ୍ରମଣ ହୋଇଛି  । ତାଲିବାନ ଫୋର୍ସ ଏହି ଆକ୍ରମଣ କରିଥିବା ଜଣାପଡିଛି  ।  ଦୁଇଟି ସେନା ଶିବିର ଉପରେ ଆକ୍ରମଣ କରି ୧୯ଜଣ ପାକିସ୍ତାନ ସୈନିକଙ୍କୁ ମାରିଛି ତାଲିବାନ ।ଶନିବାର ଭୋରୁ କରାଯାଇଥିବା ଆକ୍ରମଣରେ ତାଲିବାନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe