ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ: ହଷ୍ଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ

Advertisment

ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ହଷ୍ଟେଲ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ। ଡି ଫାର୍ମା ଦ୍ବିତୀୟ ବର୍ଷର ଛାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ବାସିନ୍ଦା।

ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ହଷ୍ଟେଲ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ। ଡି ଫାର୍ମା ଦ୍ବିତୀୟ ବର୍ଷର ଛାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ବାସିନ୍ଦା।

efde

କନକ ବ୍ୟୁରୋ: ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ହଷ୍ଟେଲ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ। ଡି ଫାର୍ମା ଦ୍ବିତୀୟ ବର୍ଷର ଛାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ବାସିନ୍ଦା। ଦେହରେ ରହିଛି ଅନେକ କ୍ଷତ ଚିହ୍ନ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ହତ୍ୟା କି ଆତ୍ମହତ୍ୟା ଏଯାଏଁ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe