ସୁନ୍ଦରଗଡ଼ରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ : ୩ ଦିନ ଧରି ଥିଲେ ନିଖୋଜ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ସେପଟେ ଅନ୍ତିମ ସଂସ୍କାର ପାଇଁ ପୀଡ଼ିତାଙ୍କ ଗାଁ ବଳଙ୍ଗା ବାୟାବରରେ କବର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ନିକଟ ସଂପର୍କୀୟ ଓ ସାହି କବର ଖୋଳୁଛନ୍ତି  । 

30

Photograph: (kanaknews)

କନକବ୍ୟୁରୋ : ସେପଟେ ଅନ୍ତିମ ସଂସ୍କାର ପାଇଁ ପୀଡ଼ିତାଙ୍କ ଗାଁ ବଳଙ୍ଗା ବାୟାବରରେ କବର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ନିକଟ ସଂପର୍କୀୟ ଓ ସାହି କବର ଖୋଳୁଛନ୍ତି  ।  ପୀଡ଼ିତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା।  , ତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘରେ ତାଲା ଝୁଲୁଛି । ଗତକାଲିଠୁ ଘରେ କେହିନଥିବା ଜଣାପଡିଛି  ।  ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe