କନକ ବ୍ୟୁରୋ : ପାରାଦୀପରେ ମାଛ ମଡ଼କ । ମତ୍ସ୍ୟଡିଆ ନଦୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । କାହିଁକି ଏତେ ସଂଖ୍ୟାରେ ମାଛ ମରିଲେ, ତାର କାରଣ ଜଣାପଡିନାହିଁ । କିନ୍ତୁ ସେହି ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କମ୍ପାନୀରୁ ନିର୍ଗତ ଏସିଡ୍ ପାଣି ନଦୀରେ ମିଶିବା ଯୋଗୁଁ ମାଛ ମରିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ସେହି ମାଛକୁ ବୋହି ନେଉଥିବା ଦେଖିବାକୁ ମିଳିଛି ।
ମତ୍ସ୍ୟଡିଆ ନଦୀରେ ମାଛ ମଡ଼କ । କମ୍ପାନୀରୁ ନିର୍ଗତ ଏସିଡ ପାଣି ଯୋଗୁଁ ମରୁଥିବା ସନ୍ଦେହ.
ମତ୍ସ୍ୟଡିଆ ନଦୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । କାହିଁକି ଏତେ ସଂଖ୍ୟାରେ ମାଛ ମରିଲେ, ତାର କାରଣ ଜଣାପଡିନାହିଁ । କିନ୍ତୁ ସେହି ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କମ୍ପାନୀରୁ ନିର୍ଗତ ଏସିଡ୍ ପାଣି ନଦୀରେ ମିଶିବା ଯୋଗୁଁ ମାଛ ମରିଥିବା ଅନୁମାନ କରାଯାଉଛି ।