ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର : Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର  I Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ  I ତମାଣ୍ତୋ  ଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲ ରୁ ମିଳିଲା ଛାତ୍ରଙ୍କ ମୃତ ଦେହ

SUISIDE

Photograph: (KANAKNEWS)

କନକବ୍ୟୁରୋ : ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର  I Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ  I ତମାଣ୍ତୋ  ଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲ ରୁ ମିଳିଲା ଛାତ୍ରଙ୍କ ମୃତ ଦେହ I  ଭିତରୁ କବାଟ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ପୋଲିସ ଜବତ କଲା ଝୁଲନ୍ତା ମୃତଦେହ I ମୃତ ଛାତ୍ର ପୁରୀ ଅସ୍ତରଙ୍ଗ ଅଞ୍ଚଳର ସିପୁନ୍ ବୋଲି ଜଣା ପଡିଛି I  ଘଟଣା ସ୍ଥଳରେ ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ଆରମ୍ଭ କରିଛି ତଦନ୍ତ I ତେବେ ଅନଲାଇନ୍ ଗେମ୍ ଯୋଗୁ ସିପୁନ୍ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe