ଭୁବନେଶ୍ୱରରେ ବାଘ ଛାଲ ଡିଲ୍ ବେଳେ ବାନ୍ଧିଲା ଏସଟିଏଫ୍: ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି ନେଇ ଚାଲିଥିଲା ମୂଲଚାଲ

୧୦ ବର୍ଷର ବାଘ ଛୁଆକୁ ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ଗୁଳି କରି ହତ୍ୟା କରାଯାଇଛି । ବାଘ ଛାଲ ମିଳିଲା କିନ୍ତୁ ବାଘର ଅନ୍ୟ ସବୁ ଜିନିଷ ମିଳିନାହିଁ । ବାଘର ନଖ, ମାଂସ, ଦାନ୍ତ ଇତ୍ୟାଦି କୁଆଡେ ଗଲା, ସେନେଇ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍ ଟିମ ।

13

Photograph: (kanak news)

କନକ ବ୍ୟୁରୋ: ଭୁବନେଶ୍ୱରରେ ବାଘ ଛାଲ ଡିଲ୍ ବେଳେ ବାନ୍ଧିଲା ଏସଟିଏଫ୍ । ଇନଫୋଭ୍ୟାଲି ରୋଡ଼ରେ ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି ନେଇ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ । ୧୦ ବର୍ଷର ବାଘ ଛୁଆକୁ ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ଗୁଳି କରି ହତ୍ୟା କରାଯାଇଛି । ବାଘ ଛାଲ ମିଳିଲା କିନ୍ତୁ ବାଘର ଅନ୍ୟ ସବୁ ଜିନିଷ ମିଳିନାହିଁ । ବାଘର ନଖ, ମାଂସ, ଦାନ୍ତ ଇତ୍ୟାଦି କୁଆଡେ ଗଲା, ସେନେଇ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍ ଟିମ । ବାଘର ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ସରଜମିନ୍ ତଦନ୍ତ ଆରମ୍ଭ କରିବ ଏସଟିଏଫ୍ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe