ଭଦ୍ରକ ଗରଦପୁରରେ ୪ଟି ମନ୍ଦିରରୁ ସିରିଜ ଲୁଟ : ତାଲା ଭାଙ୍ଗି ଲୁଟି ନେଲେ ସମସ୍ତ ଅଳଙ୍କାର

Advertisment

ଠାକୁରଙ୍କୁ ବି ଛାଡ଼ିଲେନି ଚୋର, ଏକାଥରକେ ୪ଟି ମନ୍ଦିରରୁ ଟଙ୍କା, ସୁନା ଓ ଅନ୍ୟାନ୍ୟ ଅଳଙ୍କାର ଚୋରି। ଭଦ୍ରକ ପୌରପାଳିକା ୨୮ନଂ ୱାର୍ଡ ଗରଦପୁର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଦେଖିବାକୁ ମିଳିଛି।

ଠାକୁରଙ୍କୁ ବି ଛାଡ଼ିଲେନି ଚୋର, ଏକାଥରକେ ୪ଟି ମନ୍ଦିରରୁ ଟଙ୍କା, ସୁନା ଓ ଅନ୍ୟାନ୍ୟ ଅଳଙ୍କାର ଚୋରି। ଭଦ୍ରକ ପୌରପାଳିକା ୨୮ନଂ ୱାର୍ଡ ଗରଦପୁର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଦେଖିବାକୁ ମିଳିଛି।

choro

କନକବ୍ୟୁରୋ : ଠାକୁରଙ୍କୁ ବି ଛାଡ଼ିଲେନି ଚୋର, ଏକାଥରକେ ୪ଟି ମନ୍ଦିରରୁ ଟଙ୍କା, ସୁନା ଓ ଅନ୍ୟାନ୍ୟ ଅଳଙ୍କାର ଚୋରି। ଭଦ୍ରକ ପୌରପାଳିକା ୨୮ନଂ ୱାର୍ଡ ଗରଦପୁର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ଥିବା ମଙ୍ଗଳା ମନ୍ଦିରର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ତାଲା ଭାଙ୍ଗି ଦିଅଁଙ୍କ ସୁନା, ରୂପା, ପିତ୍ତଳ ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସକାଳୁ ସକାଳୁ ଗ୍ରାମବାସୀ ମାନେ ମନ୍ଦିରରୁ ଲୁଟ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୁରୁଣା ଵଜାର ପୋଲିସ ଘଟଣା ସ୍ଥଳରେ ପହଁଚି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe