କେନ୍ଦ୍ରାପଡ଼ାରେ ଖୋଲିଛି ସାହାରା ଇଣ୍ଡିଆ କାର୍ଯ୍ୟାଳୟ । ଟଙ୍କା ଫେରି ପାଇବା ପାଇଁ କାର୍ଯ୍ୟାଳୟରେ ଜମାକାରୀଙ୍କ ଭିଡ଼

Advertisment

ହାରା ଜମାକାରୀ ଏବେ ଆଶ୍ବସ୍ତ । କେନ୍ଦ୍ରାପଡ଼ାରେ ଏବେ ସାହାରା କାର୍ଯ୍ୟାଳୟ ଖୋଲିଛି ।

ହାରା ଜମାକାରୀ ଏବେ ଆଶ୍ବସ୍ତ । କେନ୍ଦ୍ରାପଡ଼ାରେ ଏବେ ସାହାରା କାର୍ଯ୍ୟାଳୟ ଖୋଲିଛି ।

sahara

କନକ ବ୍ୟୁରୋ : ସାହାରା ଜମାକାରୀ ଏବେ ଆଶ୍ବସ୍ତ । କେନ୍ଦ୍ରାପଡ଼ାରେ ଏବେ ସାହାରା କାର୍ଯ୍ୟାଳୟ ଖୋଲିଛି । ଆଉ ଜମାକାରୀ ଏବେ ଟଙ୍କା ଫେରି ପାଇବାର ଆଶା ଉଙ୍କିମାରିଛି । ଟଙ୍କା ଫେରି ପାଇବା ଆଶାରେ ସାହାର କାର୍ଯ୍ୟାଳୟ ବାହାରେ ଭିଡ଼ ଜମାଇଛନ୍ତି ଜମାକାରୀ । 

ରାଜ୍ୟରେ ଅନେକ ସ୍ଥାନରେ ସାହାରା କାର୍ଯ୍ୟାଳୟ ବନ୍ଦ ହୋଇ ସାରିଛି । ମାତ୍ର କେନ୍ଦ୍ରାପଡ଼ାରେ ଏହାର ଅଫିସ୍ ବ୍ରାଞ୍ଚ ଖୋଲୁଥିବାରୁ ଜମାକାରୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । କେନ୍ଦ୍ରାପଡ଼ା ବନିମାଳରେ ଖୋଲିଛି ସାହାରାର ନୂଆ କାର୍ଯ୍ୟାଳୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe